ଉତ୍ତରାଖଣ୍ଡ ବନ୍ୟା ବିଭୀଷିକା: ଧୋଇଗଲା ଋଷିଗଙ୍ଗା ପ୍ରକଳ୍ପ

ଗଙ୍ଗା ତଟବର୍ତ୍ତୀ ୩୫୦ ଗ୍ରାମ ବିପଦରେ, ଜଳବିଦ୍ୟୁତ ପ୍ରକଳ୍ପ ବନ୍ଧ ଭାଙ୍ଗିବାରୁ ବଢ଼ିଲା ସମସ୍ୟା,ଗଙ୍ଗା ତଟକୁ ନଯିବାକୁ ଚେତାବନୀ ଡେରାଡୁନ୍: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଅନ୍ତର୍ଗତ ତପୋବନ ଅଞ୍ଚଳରେ ଆଜି ଗ୍ଲାସିୟର ଫାଟି ଅତଡ଼ା ଧସିବା ପରେ ତଳ ଅଞ୍ଚଳରେ ନାହିଁ ନଥିବା ବିପର୍ଯ୍ୟୟ ଘଟିଛି। ଏହାକୁ ନେଇ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ଗଙ୍ଗା ନଦୀ ତଟବର୍ତ୍ତୀ ୩୫୦ ଗ୍ରାମ ପାଇଁ … Continue reading ଉତ୍ତରାଖଣ୍ଡ ବନ୍ୟା ବିଭୀଷିକା: ଧୋଇଗଲା ଋଷିଗଙ୍ଗା ପ୍ରକଳ୍ପ